or_tn/jhn/18/37.md

1.2 KiB

I have come into the world

ଏଠାରେ “ଜଗତ” ଏକ ରୂପକ ଅଟେ, ଯାହା ଜଗତରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-synecdoche)

bear witness to the truth

ଏଠାରେ “ସତ୍ୟ” ଈଶ୍ବରଙ୍କ ବିଷୟରେ ସତ୍ୟତାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ସତ୍ୟତା ବିଷୟରେ ଲୋକମାନଙ୍କୁ କୁହ” (ଦେଖ: rc://*/ta/man/translate/figs-explicit)

who belongs to the truth

ଏହା ଏକ ରୂଢ଼ି ଅଟେ, ଯାହା ଈଶ୍ବରଙ୍କ ବିଷୟର ସତ୍ୟତାକୁ ପ୍ରେମ କରୁଥିବା ଯେ କୌଣସି ବ୍ୟକ୍ତିକୁ ବୁଝାଏ I (ଦେଖ: rc://*/ta/man/translate/figs-idiom)

my voice

ଏଠାରେ “ସ୍ବର’ ଏକ ରୂପକ ଅଟେ ଯାହା ଯୀଶୁଙ୍କ କଥାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ କହୁଥିବା ବିଷୟ” କିମ୍ବା “ମୋତେ” (ଦେଖ: rc://*/ta/man/translate/figs-synecdoche)