or_tn/jhn/18/35.md

759 B

I am not a Jew, am I?

ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଉଛି, ଯେପରି ପୀଲାତ ଯିହୂଦୀ ଲୋକମାନଙ୍କ ସାଂସ୍କୃତିକ ବ୍ୟାପାରରେ ଆପଣାର ସମ୍ପୂର୍ଣ୍ଣ ଅନାଗ୍ରହ ଦୃଢ଼ କରିପାରିବେ I ଅନ୍ୟ ଏକ ଅନୁବାଦରେ: “ଆଛା, ମୁଁ ସତରେ ଜଣେ ଯିହୂଦୀ ନୁହେଁ, ଆଉ ଏହି ସବୁ ବିଷୟରେ ମୋହର ଆଗ୍ରହ ନାହିଁ!”I(ଦେଖ: rc://*/ta/man/translate/figs-rquestion)

Your own people

ତୁମ୍ଭର ସ୍ବଜାତି ଯିହୂଦୀମାନେ