or_tn/jhn/18/31.md

1.5 KiB

General Information:

୩୨ ପଦରେ ମୁଖ୍ୟ ବିବରଣୀର ଧାରାରେ ଏକ ବିରତି ଅଛି, ଯେହେତୁ ଯୀଶୁ କିପରି ମୃତ୍ୟୁଭୋଗ କରିବେ କହିଥିଲେ, ସେ ବିଷୟରେ ଲେଖକ ଆମ୍ଭମାନଙ୍କୁ ପୃଷ୍ଠଭୂମିର ସୂଚନା ଦେଉଛନ୍ତି I (ଦେଖ: rc://*/ta/man/translate/writing-background)

The Jews said to him

ଏଠାରେ “ଯିହୂଦୀମାନେ” ଯିହୂଦୀ ନେତାମାନଙ୍କ ସ୍ଥଳରେ ଏକ ରୂପକ ଅଟେ, ଯେଉଁମାନେ ଯୀଶୁଙ୍କୁ ବିରୋଧ କରି ତାହାଙ୍କୁ ବାନ୍ଧିଥିଲେ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ ତାହାଙ୍କୁ କହିଲେ” (ଦେଖ: rc://*/ta/man/translate/figs-synecdoche)

It is not lawful for us to put any man to death

ରୋମୀୟମାନଙ୍କ ବ୍ୟବସ୍ଥା ଅନୁଯାୟୀ, ଯିହୂଦୀମାନେ ଜଣେ ଲୋକକୁ ପ୍ରାଣ ଦଣ୍ଡ ଦେଇପାରିବେ ନାହିଁ I ଅନ୍ୟ ଏକ ଅନୁବାଦରେ: “ରୋମୀୟମାନଙ୍କ ବ୍ୟବସ୍ଥା ଅନୁଯାୟୀ, ଆମ୍ଭେମାନେ ଜଣେ ଲୋକକୁ ପ୍ରାଣ ଦଣ୍ଡ ଦେଇପାରିବୁ ନାହିଁ” (ଦେଖ: rc://*/ta/man/translate/figs-explicit)