or_tn/jhn/18/28.md

2.2 KiB

General Information:

ଏଠାରେ ବିବରଣୀର ଧାରା ଯୀଶୁଙ୍କ ନିକଟକୁ ଫେରିଯାଉଛି I ସୈନ୍ୟମାନେ ଓ ଯୀଶୁଙ୍କ ଅଭିଯୋଗକାରୀମାନେ ତାହାଙ୍କୁ କୟାଫାଙ୍କ ନିକଟକୁ ଆଣିଲେ I ସେମାନେ କାହିଁକି ପ୍ରାସାଦ ମଧ୍ୟରେ ପ୍ରବେଶ କଲେ ନାହିଁ, ସେ ବିଷୟରେ ୨୮ ପଦ ଆମ୍ଭମାନଙ୍କୁ ପୃଷ୍ଠଭୂମିର ସୂଚନା ଦିଏ I (ଦେଖ: rc://*/ta/man/translate/writing-background)

Then they led Jesus from Caiaphas

ଏଠାରେ ଏହା ସୂଚାଉଅଛି ଯେ ସେମାନେ ଯୀଶୁଙ୍କୁ କୟାଫାଙ୍କ ଗୃହରୁ ନେଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ତତ୍ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ଗୃହରୁ ଘେନିଗଲେ” (ଦେଖ: rc://*/ta/man/translate/figs-explicit)

they did not enter the government headquarters so that they would not be defiled

ପୀଲାତ ଜଣେ ଯିହୂଦୀ ନଥିଲେ, ତେଣୁ ଯଦି ଯିହୂଦୀମାନେ ତାହାଙ୍କ ପ୍ରାସାଦରେ ପ୍ରବେଶ କରିବେ, ସେମାନେ ଅଶୁଚି ହୋଇଯିବେ I ଏହା ସେମାନଙ୍କୁ ନିସ୍ତାରପର୍ବ ପାଳନ କରିବାଠାରୁ ବଞ୍ଚିତ କରିଥାନ୍ତା I ତୁମେ ଯୁଗ୍ମ ନକାରାତ୍ମକ ବିଷୟକୁ ସକାରାତ୍ମକ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ନିଜେ ପୀଲାତଙ୍କ ପ୍ରାସାଦ ବାହାରେ ରହିଲେ, କାରଣ ପୀଲାତ ଜଣେ ବିଜାତି ଥିଲେ I ସେମାନେ ଅଶୁଚି ହେବାକୁ ଚାହିଁଲେ ନାହିଁ” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-doublenegatives]])