or_tn/jhn/18/25.md

1019 B

General Information:

ଏଠାରେ ବିବରଣୀର ଧାରା ପିତରଙ୍କ ନିକଟକୁ ଘୁଞ୍ଚିଯାଉଛି I

Now

ମୁଖ୍ୟ ବବରଣୀର ଧାରାରେ ଏକ ବିରତିକୁ ଚିହ୍ନଟ କରିବା ନିମନ୍ତେ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି, ଯେପରି ଯୋହନ ପିତରଙ୍କ ବିଷୟରେ ସୂଚନା ଦେଇ ପାରିବେ I (ଦେଖ: rc://*/ta/man/translate/writing-background)

Are you not also one of his disciples?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଉଛି I ଅନ୍ୟ ଏକ ଅନୁବାଦରେ: “ତୁମେ ମଧ୍ୟ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ !”(ଦେଖ: rc://*/ta/man/translate/figs-rquestion)