or_tn/jhn/18/23.md

679 B

testify about the wrong

ମୋତେ କୁହ, ମୁଁ କଅଣ ଭୁଲ୍ କହିଲି

if rightly, why do you hit me?

ଏହି ଟିପ୍ପଣୀ ଯୀଶୁ ଯାହା କହୁଛନ୍ତି ତାହାର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଉଛି I ଅନ୍ୟ ଏକ ଅନୁବାଦରେ: “ଯଦି ମୁଁ କେବଳ ଯାହା ଠିକ୍, ତାହା କହିଲି, ତୁମ୍ଭେମାନେ ମୋତେ ମାରିବା ଉଚିତ ନୁହଁ !”(ଦେଖ: rc://*/ta/man/translate/figs-rquestion)