or_tn/jhn/18/20.md

1.0 KiB

I have spoken openly to the world

ତୁମକୁ ସ୍ପଷ୍ଟ କରିବାକୁ ହେବ ଯେ “ଜଗତ” ଯୀଶୁଙ୍କ ଶିକ୍ଷା ଶୁଣିଥିବା ଲୋକମାନଙ୍କୁ ବୁଝାଉଥିବା ଏକ ରୂପକ ଅଟେ I ଏଠାରେ ଅତିରଞ୍ଜିତ ଶବ୍ଦ “ଜଗତ”କୁ ଗୁରୁତ୍ବ ଦିଏ ଯେ ଯୀଶୁ ପ୍ରକାଶରେ କଥା କହୁଥିଲେ I (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-metonymy]] ଓ rc://*/ta/man/translate/figs-hyperbole)

where all the Jews come together

ଏଠାରେ “ସମସ୍ତ ଯିହୂଦୀ” ଏକ ଅତିରଞ୍ଜିତ ବାକ୍ୟ ଯାହା ଗୁରୁତ୍ବ ଦିଏ ଯେ ଯୀଶୁ ଯେଉଁଠାରେ ଯେଉଁମାନେ ଶୁଣିବାକୁ ଚାହିଁଲେ, ସେହିଠାରେ ସେମାନଙ୍କୁ କଥା କହିଲେ” (ଦେଖ: rc://*/ta/man/translate/figs-hyperbole)