or_tn/jhn/18/17.md

645 B

Are you not also one of the disciples of this man?

କିଛି ସାବଧାନତାର ସହିତ ତାହାର ଟିପ୍ପଣୀକୁ ପ୍ରକାଶ କରିବା ନିମନ୍ତେ ଦାସୀ ଜଣକୁ ସକ୍ଷମ କରିବାକୁ ଏହା ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତୁମେ ମଧ୍ୟ ସେହି ବନ୍ଧା ହୋଇଥିବା ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ! ନୁହଁ କି ?”(ଦେଖ: rc://*/ta/man/translate/figs-rquestion)