or_tn/jhn/18/12.md

1.0 KiB

General Information:

୧୪ ପଦ କୟାଫାଙ୍କ ବିଷୟରେ ପୃଷ୍ଠଭୂମିର ସୂଚନା ଦିଏ I (ଦେଖ: rc://*/ta/man/translate/writing-background)

the Jews

ଏଠାରେ “ଯିହୂଦୀମାନେ” ଏକ ରୂପକ ଭାବରେ ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ” (ଦେଖ: rc://*/ta/man/translate/figs-synecdoche)

seized Jesus and tied him up

ଖସି ପଳାଇବାରୁ ଅଟକାଇବା ନିମନ୍ତେ ସୈନ୍ୟମାନେ ଯୀଶୁଙ୍କ ହାତକୁ ବାନ୍ଧିଥିଲେ I ଅନ୍ୟ ଏକ ଅନୁବାଦରେ: “ଖସି ପଳାଇବାରୁ ଅଟକାଇବା ନିମନ୍ତେ ଯୀଶୁଙ୍କୁ ଧରି ବାନ୍ଧିଲେ” (ଦେଖ: rc://*/ta/man/translate/figs-explicit)