or_tn/jhn/18/09.md

718 B

This was in order to fulfill the word that he said

ଏଠାରେ “ବାକ୍ୟ” ଯୀଶୁ ପ୍ରାର୍ଥନା କରିଥିବା ବାକ୍ୟକୁ ବୁଝାଏ I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଆପଣା ପିତାଙ୍କ ନିକଟରେ ପ୍ରାର୍ଥନା କରୁଥିବା ସମୟରେ ଯାହା କହିଥିଲେ, ତାହା ସଫଳ ହେବା ନିମନ୍ତେ ଏହା ଘଟିଲା” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])