or_tn/jhn/17/23.md

1.0 KiB

that they may be brought to complete unity

ଯେପରି ସେମାନେ ସମ୍ପୂର୍ଣ୍ଣ ଭାବରେ ଏକ ହେବେ

that the world will know

ଏଠାରେ “ଜଗତ” ଏକ ରୂପକ ଅଟେ, ଯାହା ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ଈଶ୍ବରଙ୍କୁ ଜାଣି ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ଯେପରି ସମଗ୍ର ଲୋକମାନେ ଜାଣିବେ”(ଦେଖ: rc://*/ta/man/translate/figs-metonymy)

loved

ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ ଓ ଅନ୍ୟମାନଙ୍କ ମଙ୍ଗଳ ସାଧନ କରେ, ଏପରିକି ଯଦିଓ ଜଣକର ଉପକାରରେ ଆସି ନଥାଏ I ଏହି ପ୍ରକାର ପ୍ରେମ ସେମାନେ ଯାହା କଲେ ବି ଅନ୍ୟମାନଙ୍କର ଯତ୍ନ ନେଇଥାଏ I