or_tn/jhn/17/21.md

1.0 KiB

they will all be one, just as you, Father, are in me, and I am in you. May they also be in us

ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି, ବିଶ୍ବାସ କରିବା ଦ୍ବାରା ସେମାନେ ପିତା ଓ ପୁତ୍ରଙ୍କ ସହିତ ସଂଯୁକ୍ତ ହୁଅନ୍ତି

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

the world

ଏଠାରେ “ଜଗତ” ଏକ ରୂପକ ଅଟେ, ଯାହା ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ଏପର୍ଯ୍ୟନ୍ତ ଈଶ୍ବରଙ୍କୁ ଜାଣି ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ ଈଶ୍ବରଙ୍କୁ ଜାଣନ୍ତି ନାହି” (ଦେଖ: rc://*/ta/man/translate/figs-metonymy)