or_tn/jhn/17/14.md

842 B

I have given them your word

ମୁଁ ସେମାନଙ୍କୁ ତୁମ୍ଭର ବାକ୍ୟ କହିଅଛି

the world ... because they are not of the world ... I am not of the world

ଏଠାରେ “ଜଗତ” ଏକ ରୂପକ ଅଟେ, ଯାହା ଈଶ୍ବରଙ୍କୁ ବିରୋଧ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭକୁ ବିରୋଧ କରୁଥିବା ଲୋକମାନେ ମୋହର ଶିଷ୍ୟମାନଙ୍କୁ ଘୃଣା କରନ୍ତି, କାରଣ ସେମାନେ ବିଶ୍ବାସୀମାନଙ୍କ ମଧ୍ୟରୁ ନୁହନ୍ତି, ଯେପରି ମୁ ସେମାନଙ୍କ ନୁହେ“ (ଦେଖ: rc://*/ta/man/translate/figs-metonymy)