or_tn/jhn/17/12.md

1.5 KiB

I kept them in your name

ଏଠାରେ “ନାମ” ଏକ ରୂପକ ଅଟେ, ଯାହା ଈଶ୍ବରଙ୍କ କ୍ଷମତା ଓ ସୁରକ୍ଷାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁ ସେମାନଙ୍କୁ ତୁମ୍ଭର ସୁରକ୍ଷା ଦେଇ ରକ୍ଷା କଲି” (ଦେଖ: rc://*/ta/man/translate/figs-metonymy)

not one of them was destroyed, except for the son of destruction

ସେମାନଙ୍କ ମଧ୍ୟରୁ କେବଳ ଜଣେ ମାତ୍ର ଯେ ବିନାଶକାରୀ ହୋଇ ବିନାଶର ସନ୍ତାନ ଅଟେ

the son of destruction

ଏହା ଯିହୂଦାଙ୍କୁ ବୁଝାଏ, ଯେ ଯୀଶୁଙ୍କୁ ବିଶ୍ବାସଘାତ କଲା I ଅନ୍ୟ ଏକ ଅନୁବାଦରେ: “ଯାହାଙ୍କୁ ତୁମ୍ଭେ ବହୁପୂର୍ବରୁ ବିନାଶ କରିବା ନିମନ୍ତେ ସ୍ଥିର କରିଥିଲ” (ଦେଖ: rc://*/ta/man/translate/figs-explicit)

so that the scriptures would be fulfilled

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଶାସ୍ତ୍ରରେ ତାହାଙ୍କ ବିଷୟରେ ଉଲ୍ଲିଖିତ ଭାବବାଣୀ ଯେପରି ସଫଳ ହୁଏ” (ଦେଖ: rc://*/ta/man/translate/figs-activepassive)