or_tn/jhn/17/11.md

1.7 KiB

in the world

ଏହା ଏକ ରୂପକ ଅଟେ ଯାହା ଜଗତରେ ବାସ କରିବା ଓ ଈଶ୍ବରଙ୍କୁ ବିରୋଧ କରୁଥିବା ଲୋକମାନଙ୍କ ମଧ୍ୟରେ ବାସ କରିବା ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ ତୁମ୍ଭର ନୁହନ୍ତି, ସେମାନଙ୍କ ମଧ୍ୟରେ”(ଦେଖ: rc://*/ta/man/translate/figs-metonymy)

Holy Father, keep them ... that they will be one ... as we are one

ଯୀଶୁ ସେମାନଙ୍କୁ ରକ୍ଷାକରିବା ନିମନ୍ତେ ପିତାଙ୍କ ନିକଟରେ ପ୍ରାର୍ଥନା କରନ୍ତି ଯେଉଁମାନେ ତାହାଙ୍କଠାରେ ଭରସା କରନ୍ତି, ଯେପରି ସେମାନେ ଈଶ୍ବରଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖି ପାରିବେ I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

keep them in your name that you have given me

ଏଠାରେ “ନାମ” ଶବ୍ଦ ଈଶ୍ବରଙ୍କ କ୍ଷମତା ଓ ଅଧିକାର ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭର କ୍ଷମତା ଓ ଅଧିକାର ଦ୍ବାରା ସେମାନଙ୍କୁ ରକ୍ଷା କର, ଯେପରି ମୋତେ ରକ୍ଷା କରିଅଚ୍ଛ” (ଦେଖ: rc://*/ta/man/translate/figs-metonymy)