or_tn/jhn/17/01.md

1.9 KiB

Connecting Statement:

ବିବରଣୀର ଏହି ଅଂଶ ପୂର୍ବ ଅଧ୍ୟାୟରୁ ଜାରି ରହିଛି I ଯୀଶୁ ଆପଣା ଶିଷ୍ୟମାନଙ୍କୁ କଥା କହି ଚାଲିଥିଲେ, କିନ୍ତୁ ବର୍ତ୍ତମାନ ସେ ପିତାଙ୍କ ନିକଟରେ ପ୍ରାର୍ଥନା କରିବାକୁ ଆରମ୍ଭ କରୁଛନ୍ତି I

he lifted up his eyes to the heavens

ଏହା ଏକ ରୂଢ଼ି ଅଟେ, ଯାହାର ଅର୍ଥ ଉର୍ଦ୍ଧଦୃଷ୍ଟି କରିବା I ଅନ୍ୟ ଏକ ଅନୁବାଦରେ: “ସେ ଆକାଶକୁ ଉର୍ଦ୍ଧଦୃଷ୍ଟି କଲେ” (ଦେଖ: rc://*/ta/man/translate/figs-idiom)

heavens

ଏହା ଆକାଶକୁ ବୁଝାଏ I

Father ... glorify your Son so that the Son will glorify you

ଯୀଶୁ ଆପଣାକୁ ମହିମାନ୍ବିତ କରିବା ନିମନ୍ତେ ପ୍ରାର୍ଥନା କରୁଛନ୍ତି, ଯେପରି ସେ ଈଶ୍ବରଙ୍କୁ ମହିମାନ୍ବିତ କରି ପାରିବେ I

Father ... Son

ଏସବୁ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ, ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: rc://*/ta/man/translate/guidelines-sonofgodprinciples)

the hour has come

ଏଠାରେ “ସମୟ” ଏକ ରୂପକ ଅଟେ, ଯାହା ଯୀଶୁଙ୍କ ଦୁଃଖଭୋଗ ଓ ମୃତ୍ୟୁର ସମୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହା ମୋ ନିମନ୍ତେ ଦୁଃଖଭୋଗ ଓ ମୃତ୍ୟୁର ସମୟ ଅଟେ” (ଦେଖ: rc://*/ta/man/translate/figs-metonymy)