or_tn/jhn/16/20.md

1.4 KiB

Truly, truly, I say to you

ଏହାକୁ ଏପରି ଅନୁବାଦ କର ଯେପରି ନିମ୍ନଲିଖିତ ବିଷୟ ଗୁରୁତ୍ବପୂର୍ଣ୍ଣ ଓ ସତ୍ୟ ହେବା ତୁମ ଭାଷା ଗୁରୁତ୍ବ ଦେବ I ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

but the world will be glad

ଏଠାରେ “ଜଗତ” ଈଶ୍ବରଙ୍କୁ ବିରୋଧ କରିଥିବା ଲୋକମାନଙ୍କ ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଈଶ୍ବରଙ୍କୁ ବିରୋଧ କରୁଥିବା ଲୋକମାନେ ଆନନ୍ଦ କରିବେ” (ଦେଖ: rc://*/ta/man/translate/figs-metonymy)

but your sorrow will be turned into joy

ଏହାକୁ ତୁମେ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ତୁମ୍ଭମାନଙ୍କ ଦୁଃଖ ଆନନ୍ଦରେ ପରିଣତ ହେବ” କିମ୍ବା “କିନ୍ତୁ ପରବର୍ତ୍ତୀ ସମୟରେ ଦୁଃଖିତ ହେବା ପରିବର୍ତ୍ତେ ତୁମ୍ଭେମାନେ ଆନନ୍ଦିତ ହେବ” (ଦେଖ: rc://*/ta/man/translate/figs-activepassive)