or_tn/jhn/16/15.md

775 B

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

the Spirit will take from what is mine and he will tell it to you

ପବିତ୍ର ଆତ୍ମା ସମସ୍ତ ଲୋକମାନଙ୍କୁ କହିବେ ଯେ ଯୀଶୁଙ୍କ ବାକ୍ୟ ଓ କର୍ମଗୁଡିକ ସତ୍ୟ ଅଟେ I ଅନ୍ୟ ଏକ ଅନୁବାଦରେ: “ପବିତ୍ର ଆତ୍ମା ପ୍ରତ୍ୟେକଙ୍କୁ କହିବେ ଯେ ମୋହର ବାକ୍ୟ ଓ କର୍ମଗୁଡିକ ସତ୍ୟ ଅଟେ” (ଦେଖ: rc://*/ta/man/translate/figs-explicit)