or_tn/jhn/16/14.md

543 B

he will take from what is mine and he will tell it to you

ଏଠାରେ “ମୋ ବିଷୟ” ଯୀଶୁଙ୍କ ଶିକ୍ଷା ଓ ମହାନ୍ କାର୍ଯ୍ୟ ସବୁକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେ ତୁମ୍ଭମାନଙ୍କୁ ପ୍ରକାଶ କରିବେ ଯେ ଯାହା ମୁଁ କହିଅଛି ଓ କରିଅଛି, ସେସବୁ ପ୍ରକୃତରେ ସତ୍ୟ ଅଟେ” (ଦେଖ: rc://*/ta/man/translate/figs-explicit)