or_tn/jhn/16/13.md

1.1 KiB

the Spirit of Truth

ଏହା ପବିତ୍ର ଆତ୍ମାଙ୍କ ନିମନ୍ତେ ଗୋଟିଏ ନାମ ଅଟେ, ଯେ ଲୋକମାନଙ୍କୁ ଈଶ୍ବରଙ୍କ ବିଷୟରେ ସତ୍ୟ କହିବେ I

he will guide you into all the truth

“ସତ୍ୟ” ଆତ୍ମିକ ସତ୍ୟତାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେ ତୁମ୍ଭେମାନେ ଜାଣିବା ପ୍ରୟୋଜନ ଥିବା ସମସ୍ତ ଆତ୍ମିକ ସତ୍ୟତାକୁ ତୁମ୍ଭମାନଙ୍କୁ ଶିଖାଇବେ” (ଦେଖ: rc://*/ta/man/translate/figs-explicit)

he will say whatever he hears

ଯୀଶୁ ସୂଚାଉଛନ୍ତି ଯେ ପିତା ଈଶ୍ବର ଆତ୍ମାଙ୍କୁ କହିବେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଯାହା ତାହାଙ୍କୁ କହିବେ, ତାହା ସେ ତୁମ୍ଭମାନଙ୍କୁ କହିବେ” (ଦେଖ: rc://*/ta/man/translate/figs-explicit)