or_tn/jhn/16/08.md

701 B

the Comforter will prove the world to be wrong about sin

ଯେତେବେଳେ ପବିତ୍ର ଆତ୍ମା ଆସିବେ, ସେ ଲୋକମାନଙ୍କୁ ଦର୍ଶାଇବା ଆରମ୍ଭ କରିବେ ଯେ ସେମାନେ ପାପୀ ଅଟନ୍ତି I

Comforter

ଏହା ପବିତ୍ର ଆତ୍ମାଙ୍କୁ ବୁଝାଏ I ଦେଖ ତୁମେ ଏହାକୁ କିପରି ଯୋହନ ୧୪:୧୬ରେ ଅନୁବାଦ କରିଅଛ I

world

ଏହା ଏକ ରୂପକ ଅଟେ ଯାହା ଜଗତର ଲୋକମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)