or_tn/jhn/16/07.md

874 B

if I do not go away, the Comforter will not come to you

ତୁମେ ଏହାକୁ ସକାରାତ୍ମକ ଆକାରରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ପ୍ରସ୍ଥାନ କଲା ପରେ ଯାଇ ତୁମ୍ଭମାନଙ୍କ ନିକଟକୁ ସାହାଯ୍ୟକାରୀ ଆତ୍ମା ଆସିବେ” (ଦେଖ: rc://*/ta/man/translate/figs-doublenegatives)

Comforter

ଏହା ପବିତ୍ର ଆତ୍ମାଙ୍କ ନିମନ୍ତେ ଏକ ଶୀର୍ଷକ ଅଟେ ଯେ ଯୀଶୁ ପ୍ରସ୍ଥାନ କଲାପରେ ଶିଷ୍ୟମାନଙ୍କ ସହିତ ରହିବେ I ଦେଖ ତୁମେ ଏହାକୁ କିପରି ଯୋହନ ୧୪:୨୬ରେ ଅନୁବାଦ କରିଅଛ I