or_tn/jhn/16/04.md

959 B

when their hour comes

ଏଠାରେ “ସମୟ” ଏକ ରୂପକ ଅଟେ ଯାହା ଲୋକମାନେ ଯୀଶୁଙ୍କ ଶିଷ୍ୟମାନଙ୍କୁ ତାଡନା କରିବାର ସମୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ସେମାନେ ତୁମ୍ଭମାନଙ୍କ ନିମନ୍ତେ ଦୁଃଖଭୋଗର କାରଣ ହେବେ” (ଦେଖ: rc://*/ta/man/translate/figs-metonymy)

in the beginning

ଏହା ଏକ ରୂପକ ଅଟେ ଯାହା ଯୀଶୁଙ୍କ ପ୍ରଥମଦିନ ଗୁଡିକର ସେବାକାର୍ଯ୍ୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ତୁମ୍ଭେମାନେ ପ୍ରଥମେ ମୋହର ଅନୁଗମନ କରିବା ଆରମ୍ଭ କଲ” (ଦେଖ: rc://*/ta/man/translate/figs-metonymy)