or_tn/jhn/15/27.md

1.1 KiB

You are also testifying

ଏଠାରେ “ସାକ୍ଷ୍ୟ ଦେଉଅଛି” ର ଅର୍ଥ ଅନ୍ୟମାନଙ୍କ ନିକଟରେ ଯୀଶୁଙ୍କ ବିଷୟରେ କହିବା I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମଧ୍ୟ ମୋ ବିଷୟରେ ଯାହା ଜାଣିଅଛ, ତାହା ନିଶ୍ଚିତରୂପେ ପ୍ରତ୍ୟେକଙ୍କୁ କହିବା ଆବଶ୍ୟକ” (ଦେଖ: rc://*/ta/man/translate/figs-explicit)

the beginning

ଏଠାରେ “ଆରମ୍ଭ” ଏକ ରୂପକ ଅଟେ ଯାହାର ଅର୍ଥ ଯୀଶୁଙ୍କ ସେବାକାର୍ଯ୍ୟର ପ୍ରଥମ ଦିନଗୁଡିକ ଅଟେ I ଅନ୍ୟ ଏକ ଅନୁବାଦରେ: “ପ୍ରଥମ ଦିନଗୁଡିକରୁ ହିଁ ଯେତେବେଳେ ମୁଁ ଲୋକମାନଙ୍କ ମଧ୍ୟରେ ଶିକ୍ଷା ଦେବା ଓ ଆଶ୍ଚର୍ଯ୍ୟକର୍ମ କରିବା ଆରମ୍ଭ କଲି” (ଦେଖ: rc://*/ta/man/translate/figs-metonymy)