or_tn/jhn/15/21.md

538 B

because of my name

ଏଠାରେ “ମୋହର ନାମ ସକାଶେ” ଏକ ରୂପକ ଅଟେ ଯାହା ଯୀଶୁଙ୍କୁ ବୁଝାଏ I ଲୋକମାନେ ତାହାଙ୍କ ଶିଷ୍ୟମାନଙ୍କୁ ତାଡନା କରିବେ, କାରଣ ସେମାନେ ତାହାଙ୍କର ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଯେହେତୁ ତୁମ୍ଭେମାନେ ମୋହର ଅଟ” (ଦେଖ: rc://*/ta/man/translate/figs-metonymy)