or_tn/jhn/15/16.md

1.9 KiB

You did not choose me

ଯୀଶୁ ସୂଚାଉଛନ୍ତି ଯେ ତାହାଙ୍କ ଶିଷ୍ୟମାନେ ତାହାଙ୍କର ଶିଷ୍ୟହେବାକୁ ସେମାନଙ୍କ ନିଜଠାରୁ ନିଷ୍ପତ୍ତି କରି ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ମୋହର ଶିଷ୍ୟ ହେବା ନିମନ୍ତେ ତୁମ୍ଭେମାନେ ନିଜଠାରୁ ନିଷ୍ପତ୍ତି କରିନାହଁ” (ଦେଖ: rc://*/ta/man/translate/figs-explicit)

go and bear fruit

ଏଠାରେ “ଫଳ” ଏକ ରୂପକ ଅଟେ ଯାହା ଈଶ୍ବରଙ୍କ ନିମନ୍ତେ ସନ୍ତୋଷଜନକ ଜୀବନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବା ଜୀବନ ଯାପନ କର “(ଦେଖ: rc://*/ta/man/translate/figs-metaphor)

that your fruit should remain

ଯେପରି ତୁମ୍ଭେମାନେ କରୁଥିବା କର୍ମର ଫଳ ଚିରସ୍ଥାୟୀ ହେବ

whatever you ask of the Father in my name, he will give it to you

ଏଠାରେ “ନାମ” ଏକ ରୂପକ ଅଟେ ଯାହା ଅଧିକାରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ତୁମ୍ଭେମାନେ ମୋହର ଅଟ, ତୁମ୍ଭେମାନେ ଯାହା କିଛି ପିତାଙ୍କୁ ମାଗିବ, ତାହା ସେ ତୁମ୍ଭମାନଙ୍କ ନିମନ୍ତେ କରିବେ” (ଦେଖ: rc://*/ta/man/translate/figs-metonymy)

the Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)