or_tn/jhn/15/11.md

856 B

I have spoken these things to you so that my joy will be in you

ମୁଁ ଏହି ସମସ୍ତ ବିଷୟ ତୁମ୍ଭମାନଙ୍କୁ କହିଅଛି, ଯେପରି ମୋହର ଯେଉଁ ଆନନ୍ଦ ଅଛି, ତୁମ୍ଭେମାନେ ମଧ୍ୟ ସେହି ପ୍ରକାର ଆନନ୍ଦ ଲାଭ କରିବ

so that your joy will be complete

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ତୁମ୍ଭମାନଙ୍କ ଆନନ୍ଦ ପୂର୍ଣ୍ଣ ହେବ” କିମ୍ବା “ଯେପରି ତୁମ୍ଭମାନଙ୍କ ଆନନ୍ଦରେ କିଛି ଉଣା ନଥିବ” (ଦେଖ: rc://*/ta/man/translate/figs-activepassive)