or_tn/jhn/15/10.md

1.2 KiB

If you keep my commandments, you will remain in my love, as I have kept the commandments of my Father and remain in his love

ଯେତେବେଳେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କର ବାଧ୍ୟ ହୁଅନ୍ତି, ସେମାନେ ତାହାଙ୍କ ପ୍ରତି ସେମାନଙ୍କ ପ୍ରେମ ପ୍ରଦର୍ଶନ କରନ୍ତି I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ତୁମ୍ଭେମାନେ ମୁଁ କରିବାକୁ କହିଥିବା ବିଷୟଗୁଡିକ କରିଥାଅ, ତୁମ୍ଭେମାନେ ମୋହର ପ୍ରେମରେ ଜୀବନଯାପନ କରୁଅଛ; ଯେପରି ମୁଁ ପିତାଙ୍କ ଆଜ୍ଞା ପାଳନ କରି ତାହାଙ୍କ ପ୍ରେମରେ ଜୀବନଯାପନ କରିଥାଏ” (ଦେଖ: rc://*/ta/man/translate/figs-explicit)

my Father

ଏଠାରେ “ପିତା” ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)