or_tn/jhn/15/09.md

8 lines
671 B
Markdown

# As the Father has loved me, I have also loved you
ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି, ସେମାନଙ୍କ ସହିତ ଯୀଶୁ ଆପଣା ପ୍ରତି ଥିବା ପିତା ଈଶ୍ବରଙ୍କ ପ୍ରେମରେ ଅଂଶୀ କରାନ୍ତି I ଏଠାରେ “ପିତା” ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# Remain in my love
ମୋହର ପ୍ରେମରେ ସ୍ଥିର ହୋଇ ରୁହ