or_tn/jhn/15/07.md

848 B

ask whatever you wish

ଯୀଶୁ ସୂଚାଉଛନ୍ତି ଯେ ବିଶ୍ବାସୀମାନେ ସେମାନଙ୍କ ପ୍ରାର୍ଥନାର ଉତ୍ତର ଦେବା ନିମନ୍ତେ ଈଶ୍ବରଙ୍କୁ ମାଗିବା ଆବଶ୍ୟକ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଯାହା ଇଚ୍ଛା କର, ଈଶ୍ବରଙ୍କୁ ମାଗ” (ଦେଖ: rc://*/ta/man/translate/figs-explicit)

it will be done for you

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଏହା ତୁମ୍ଭମାନଙ୍କ ନିମନ୍ତେ କରିବେ” (ଦେଖ: rc://*/ta/man/translate/figs-activepassive)