or_tn/jhn/15/05.md

2.1 KiB

I am the vine, you are the branches

“ଦ୍ରାକ୍ଷାଲତା” ଏକ ରୂପକ ଅଟେ ଯାହା ଯୀଶୁଙ୍କୁ ବୁଝାଏ I “ଶାଖାଗୁଡିକ” ଏକ ରୂପକ ଅଟେ ଯାହା ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରି ତାହାଙ୍କର ଅଟନ୍ତି, ସେମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ଦ୍ରାକ୍ଷାଲତା ସଦୃଶ ଓ ତୁମ୍ଭେମାନେ ଦ୍ରାକ୍ଷାଲତାରେ ସଂଯୁକ୍ତ ହୋଇଥିବା ଶାଖାଗୁଡିକ ସଦୃଶ ଅଟ” (ଦେଖ: rc://*/ta/man/translate/figs-metaphor)

He who remains in me and I in him

ଏଠାରେ ଯୀଶୁ ସୂଚାଉଛନ୍ତି ଯେ ସେ ଯେପରି ଈଶ୍ବରଙ୍କ ସହିତ ସଂଯୁକ୍ତ ଅଟନ୍ତି, ତାହାଙ୍କ ଶିଷ୍ୟମାନେ ତାହାଙ୍କ ସହିତ ସଂଯୁକ୍ତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଯେପରି ପିତାଙ୍କ ସହିତ ସଂଯୁକ୍ତ ଥାଏ, ସେ ମୋ ସହିତ ସଂଯୁକ୍ତ ଥାଏ” (ଦେଖ: rc://*/ta/man/translate/figs-explicit)

he bears much fruit

ଏଠାରେ ଅର୍ଥବୋଧକ ରୂପକ ଫଳବାନ୍ ଶାଖା ଅଟେ ଯାହା ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବା ବିଶ୍ବାସୀମାନଙ୍କୁ ବୁଝାଏ I ଦ୍ରାକ୍ଷାଲତାରେ ଲାଗି ରହିଥିବା ଶାଖା ଯେପରି ପ୍ରଚୁର ଫଳ ଫଳେ, ଯେଉଁମାନେ ଯୀଶୁଙ୍କଠାରେ ସଂଯୁକ୍ତ ରହନ୍ତି, ସେମାନେ ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବା ଅନେକ ଫଳ ଫଳିବେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ପ୍ରଚୁର ଫଳ ଫଳିବ” (ଦେଖ: rc://*/ta/man/translate/figs-metaphor)