or_tn/jhn/15/03.md

1003 B

You are already clean because of the message that I have spoken to you

ଏଠାରେ ଦର୍ଶାଉଥିବା ରୂପକ “ପରିସ୍କୃତ ଶାଖା” ଅଟେ ଯାହା “କଟା ହୋଇଥିବା” ଶାଖାଗୁଡିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେପରି ତୁମ୍ଭେମାନେ କଟା ହୋଇ ପରିଷ୍କୃତ ହୋଇଥିବା ଶାଖା ସଦୃଶ ଅଟ, କାରଣ ମୁଁ ତୁମ୍ଭମାନଙ୍କୁ ଯାହା ସବୁ ଶିକ୍ଷା ଦେଇଅଛି, ତୁମ୍ଭେମାନେ ପାଳନ କରିଅଛ” (ଦେଖ: rc://*/ta/man/translate/figs-metaphor)

you

ଏହି ସମଗ୍ର ଅନୁଚ୍ଛେଦରେ “ତୁମ୍ଭେମାନେ” ଶବ୍ଦ ବହୁବାଚକ ଅଟେ ଓ ଯୀଶୁଙ୍କ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)