or_tn/jhn/14/27.md

675 B

world

“ଜଗତ” ଏକ ରୂପକ ଅଟେ ଯାହାର ଅର୍ଥ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ଈଶ୍ବରଙ୍କୁ ପ୍ରେମ କରନ୍ତି ନାହି I

Do not let your heart be troubled, and do not be afraid

ଏଠାରେ ଜଣେ ବ୍ୟକ୍ତିର ଅନ୍ତରଆତ୍ମା ନିମନ୍ତେ “ହୃଦୟ” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତେଣୁ ବ୍ୟାକୁଳ ହୁଅ ନାହି ଓ ଭୟଭୀତ ହୁଅ ନାହିଁ I“ (ଦେଖ: rc://*/ta/man/translate/figs-metonymy)