or_tn/jhn/14/22.md

1.5 KiB

Judas (not Iscariot)

ଏହା ଅନ୍ୟଜଣେ ଶିଷ୍ୟଙ୍କୁ ବୁଝାଏ, ଯାହାର ନାମ ଯିହୂଦା ଥିଲା; ଏ କିରିୟୋଥର ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିଥିବା ଯିହୂଦା ନୁହେଁ I (ଦେଖ: rc://*/ta/man/translate/translate-names)

why is it that you will show yourself to us

ଏଠାରେ “ପ୍ରକାଶ କରିବା” ଶବ୍ଦର ଅର୍ଥ ଯୀଶୁ କେତେ ଆଶ୍ଚର୍ଯ୍ୟଜନକ, ତାହା ପ୍ରକାଶ କରିବା ଅଟେ I ଅନ୍ୟ ଏକ ଅନୁବାଦରେ: “କାହିଁକି ଆପଣ ଆମ୍ଭମାନଙ୍କ ନିକଟରେ କେବଳ ଆପଣାକୁ ପ୍ରକାଶ କରୁଅଛନ୍ତି ?” କିମ୍ବା “ଆପଣ ଯେ କେତେ ମହାନ୍, ତାହା କାହିଁକି କେବଳ ଆମ୍ଭମାନଙ୍କୁ ଦେଖିବାକୁ ଦେଉ ଅଛନ୍ତି?”

not to the world

ଏଠାରେ “ଜଗତ” ଏକ ରୂପକ ଅଟେ ଯାହା ଈଶ୍ବରଙ୍କୁ ବିରୋଧ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କର ନୁହନ୍ତି, ସେମାନଙ୍କ ନିକଟରେ ନୁହେଁ” (ଦେଖ: rc://*/ta/man/translate/figs-metonymy)