or_tn/jhn/14/13.md

1.1 KiB

Whatever you ask in my name

ଏଠାରେ “ନାମ” ଏକ ରୂପକ ଅଟେ ଯାହା ଯୀଶୁଙ୍କ ଅଧିକାରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୋହର ଅଧିକାର ନେଇ ତୁମ୍ଭେମାନେ ଯାହା କିଛି ମାଗିବ” (ଦେଖ: rc://*/ta/man/translate/figs-metonymy)

so that the Father will be glorified in the Son

ତୁମେ ଏହାକୁ କର୍ତ୍ତୃବାଚ୍ୟଭରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତେବେ ମୁଁ ସମସ୍ତଙ୍କୁ ଦେଖାଇ ପାରିବି ଯେ ମୋହର ପିତା କେଡ଼େ ମହାନ୍ ଅଟନ୍ତି” (ଦେଖ: rc://*/ta/man/translate/figs-activepassive)

Father ... Son

ଏସବୁ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟନ୍ତି ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବୁଝାଏ I (ଦେଖ: rc://*/ta/man/translate/guidelines-sonofgodprinciples)