or_tn/jhn/14/09.md

1.7 KiB

I have been with you for so long and you still do not know me, Philip?

ଏହି ଟିପ୍ପଣୀ ଯୀଶୁଙ୍କ ବାକ୍ୟକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ଫିଲିପ୍ପ, ମୁଁ ତୁମ୍ଭେ ଶିଷ୍ୟମାନଙ୍କ ସହିତ ବହୁତ ସମୟ ହେଲା ରହିଲିଣି I ଏବେ ସୁଦ୍ଧା ତୁମ୍ଭେ ମୋତେ ଜାଣିବା ଉଚିତ ଥିଲା !” (ଦେଖ: rc://*/ta/man/translate/figs-rquestion)

Whoever has seen me has seen the Father

ଯୀଶୁଙ୍କୁ ଦେଖିବା, ଯେ ଈଶ୍ବରଙ୍କ ପୁତ୍ର ଅଟନ୍ତି, ପିତା ଈଶ୍ବରଙ୍କୁ ଦେଖିବା ଅଟେ I “ପିତା’ ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

How can you say, 'Show us the Father'?

ଏହି ଟିପ୍ପଣୀ ଫିଲିପ୍ପଙ୍କ ପ୍ରତି ଯୀଶୁଙ୍କ ବାକ୍ୟକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତେଣୁ ତୁମ୍ଭେ “ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ” କହିବା ଉଚିତ ନୁହଁ !” (ଦେଖ: rc://*/ta/man/translate/figs-rquestion)