or_tn/jhn/14/06.md

1.5 KiB
Raw Permalink Blame History

the truth

ଏହା ଏକ ରୂପକ ଅଟେ, ଯାହାର ଏହି ସମ୍ଭାବିତ ଅର୍ଥ ୧) “ସତ୍ୟ ବ୍ୟକ୍ତି” କିମ୍ବା ) ଯେ ଈଶ୍ବରଙ୍କ ବିଷୟରେ ସତ୍ୟ କହନ୍ତି I” (ଦେଖ: rc://*/ta/man/translate/figs-metaphor)

the life

ଏହା ଏକ ରୂପକ ଅଟେ, ଯାହାର ଅର୍ଥ ଯୀଶୁ ଲୋକମାନଙ୍କୁ ଜୀବନ ଦେଇ ପାରିବେ I ଅନ୍ୟ ଏକ ଅନୁବାଦରେ: “ଯେ କି ଲୋକମାନଙ୍କୁ ଜୀବିତ କରି ପାରିବେ” (ଦେଖ: rc://*/ta/man/translate/figs-metaphor)

no one comes to the Father except through me

ଲୋକମାନେ କେବଳ ଯୀଶୁଙ୍କଠାରେ ବିଶ୍ବାସ କରିବା ଦ୍ବାରା ଈଶ୍ବରଙ୍କ ନିକଟକୁ ଆସି ତାହାଙ୍କ ସହିତ ବାସ କରି ପାରିବେ I ଅନ୍ୟ ଏକ ଅନୁବାଦରେ: “ମୋ ଦେଇ ନ ଆସିଲେ, କେହି ପିତାଙ୍କ ନିକଟକୁ ଆସି ତାହାଙ୍କ ସହିତ ବାସ କରି ପାରିବେନାହିଁ” (ଦେଖ: rc://*/ta/man/translate/figs-explicit)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)