or_tn/jhn/14/02.md

20 lines
1.2 KiB
Markdown

# In my Father's house are many rooms
ମୋହର ପିତାଙ୍କ ଗୃହରେ ବାସ କରିବା ନିମନ୍ତେ ଅନେକ ସ୍ଥାନ ଅଛି
# In my Father's house
ଏହା ସ୍ବର୍ଗକୁ ବୁଝାଏ, ଯେଉଁଠାରେ ଈଶ୍ବର ବାସ କରନ୍ତି I
# Father
ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# many rooms
“ବାସସ୍ଥାନ” ଶବ୍ଦ ଏକ କୋଠାରୀ ବା ବୃହତ୍ ବାସ ସ୍ଥାନକୁ ବୁଝାଇ ପାରେ I
# I am going to prepare a place for you
ଯୀଶୁ ପ୍ରତ୍ୟେକ ବ୍ୟକ୍ତିଙ୍କ ନିମନ୍ତେ ଯୀଶୁ ସ୍ବର୍ଗରେ ଏକ ସ୍ଥାନ ପ୍ରସ୍ତୁତ କରିବେ ଯେଉଁମାନେ ତାହାଙ୍କଠାରେ ଭରସା କରନ୍ତି I ଏଠାରେ “ତୁମ୍ଭେମାନେ” ବହୁବାଚକ ଓ ତାହାଙ୍କ ସମସ୍ତ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]])