or_tn/jhn/14/01.md

721 B

Connecting Statement:

ବିବରଣୀର ଏହି ଅଂଶ ପୂର୍ବ ଅଧ୍ୟାୟରୁ ଜାରି ରହିଛି I ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ମେଜ ଉପରେ ଆଉଜିପଡ଼ି ସେମାନଙ୍କୁ କଥା କହି ଚାଲିଛନ୍ତି I

Do not let your heart be troubled

ଏଠାରେ ଜଣେ ବ୍ୟକ୍ତିର ଅନ୍ତରଆତ୍ମା ନିମନ୍ତେ “ହୃଦୟ” ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଚିନ୍ତିତ ଓ ବ୍ୟତିବ୍ୟସ୍ତ ହୁଅ ନାହିଁ” (ଦେଖ: rc://*/ta/man/translate/figs-metonymy)