or_tn/jhn/13/intro.md

22 lines
3.3 KiB
Markdown

# ଯୋହନ ୧୩ ସାଧାରଣ ସୂଚନା
## ଗଠନ ପ୍ରଣାଳୀ ଓ ଆକୃତି
ଏହି ଅଧ୍ୟାୟର ଘଟଣାସମୁହ ସାଧାରଣତଃ ଶେଷ ଭୋଜ ବା ପ୍ରଭୁଭୋଜ ଭାବେ କୁହାଯାଏ I ନିସ୍ତାରପର୍ବ ଅନେକ ପ୍ରକାରେ ଈଶ୍ବରଙ୍କ ମେଷଶାବକ ସ୍ବରୁପ ଯୀଶୁଙ୍କ ବଳିଦାନ ସହିତ ସମାନ୍ତର ଅଟେ I (ଦେଖ: [[rc://*/tw/dict/bible/kt/passover]])
## ଏହି ଅଧ୍ୟାୟର ବିଶେଷ ଧାରଣା
### ପାଦ ପ୍ରକ୍ଷାଳନ
ପ୍ରାଚୀନ ଉତ୍ତର ପୂର୍ବର ଲୋକମାନେ ଭାବୁଥିଲେ ଯେ ପାଦସବୁ ଅତି ମଇଳା ଅଟେ I ଦାସମାନେ କେବଳ ଲୋକମାନଙ୍କ ପାଦ ପ୍ରକ୍ଷାଳନ କରିବେ I ଶିଷ୍ୟମାନେ ଯୀଶୁ ସେମାନଙ୍କ ପାଦ ପ୍ରକ୍ଷାଳନ କରିବା ଚାହୁଁ ନଥିଲେ, କାରଣ ସେମାନେ ତାହାଙ୍କୁ ସେମାନଙ୍କ ଗୁରୁ ଓ ଆପଣା ଆପଣାକୁ ତାହାଙ୍କ ଦାସ ସ୍ବରୁପ ବିବେଚନା କରୁଥିଲେ, କିନ୍ତୁ ସେ ସେମାନଙ୍କୁ ଦେଖାଇବାକୁ ଚାହିଁଥିଲେ ଯେ ସେମାନେ ପରସ୍ପରର ସେବା କରିବା ଆବଶ୍ୟକ ଅଟେ I (ଦେଖ: [[rc://*/ta/man/translate/translate-symaction]])
### ମୁଁ
ଯୋହନ ଯୀଶୁ ଚାରି ଥର ‘ମୁଁ’ କହିଥିବା ବିଷୟକୁ ଏହି ପୁସ୍ତକରେ ଓ ଥରେ ଏହି ଅଧ୍ୟାୟରେ ଉଲ୍ଲେଖ କରିଛନ୍ତି I ସେ ସବୁ ନିଜେ ଗୋଟିଏ ଗୋଟିଏ ପୂରା ବାକ୍ୟ ସ୍ବରୂପେ ଛିଡା ହୁଅନ୍ତି ଓ ଆକ୍ଷରିକ ଭାବରେ ଏବ୍ରୀ ଶବ୍ଦ “ମୁଁ” କୁ ଅନୁବାଦ କରନ୍ତି, ସେହି ନାମ ଦ୍ବାରା ଯିହୋବା ପରମେଶ୍ବର ମୋଶାଙ୍କ ନିକଟରେ ଆପଣାର ପରିଚୟ ଦେଇଥିଲେ I ଏହି ସବୁ କାରଣରୁ, ଯୀଶୁ ଯେତେବେଳେ ଏହି ବାକ୍ୟ ସବୁ କହିଲେ, ସେ ଆପଣାକୁ ଯିହୋବା ଭାବେ ଦାବୀ କରୁଥିବା ସଦୃଶ ଅନେକ ଲୋକ ବିଶ୍ବାସ କରନ୍ତି I (ଦେଖ: [[rc://*/tw/dict/bible/kt/yahweh]]) I
## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁଅବାଦ ସମ୍ବନ୍ଧୀୟ ସମସ୍ୟା
### “ମନୁଷ୍ୟପୁତ୍ର”
ଏହି ଅଧ୍ୟାୟରେ ଯୀଶୁ ଆପଣାକୁ ମନୁଷ୍ୟପୁତ୍ର କହୁଛନ୍ତି ([ଯୋହନ ୧୩:୩୧](../../jhn/09/35.md)) I ତୁମର ଭାଷା ହୁଏତ ଲୋକମାନଙ୍କୁ ଅନ୍ୟ କାହା ବିଷୟରେ କହୁଥିବା ସଦୃଶ ଆପଣା ଆପଣା ବିଷୟରେ କହିବାକୁ ଅନୁମତି ଦିଏନାହି I (ଦେଖ: [[rc://*/tw/dict/bible/kt/sonofman]] ଓ [[rc://*/ta/man/translate/figs-123person]])