or_tn/jhn/13/38.md

809 B

Will you lay down your life for me?

ଏହି ଟିପ୍ପଣୀ ଯୀଶୁଙ୍କ ଉକ୍ତିକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ କହୁଅଛ ଯେ ତୁମ୍ଭେ ମୋ ନିମନ୍ତେ ମୃତ୍ୟୁଭୋଗ କରିବ, କିନ୍ତୁ ବାସ୍ତବରେ ତୁମେ ତାହା କରିବ ନାହିଁ!” (ଦେଖ: rc://*/ta/man/translate/figs-rquestion)

the rooster will not crow before you have denied me three times

ତୁମେ କହିବ ଯେ କୁକୁଡା ଡାକିବା ପୂର୍ବରୁ ତିନିଥର ମୋତେ ଜାଣ ନାହିଁ