or_tn/jhn/13/32.md

601 B

God will glorify him in himself, and he will glorify him immediately

“ତାହାଙ୍କୁ” ଶବ୍ଦ ମନୁଷ୍ୟପୁତ୍ରଙ୍କୁ ବୁଝାଏ I “ଆପଣାଠାରେ” ଶବ୍ଦ ଏକ ସ୍ବୟଂବାଚକ ସର୍ବନାମ ଯାହା ଈଶ୍ବରଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସ୍ବୟଂ ମନୁଷ୍ୟପୁତ୍ରଙ୍କୁ ସେହିକ୍ଷଣି ମହିମାନ୍ବିତ କରିବେ” (ଦେଖ: rc://*/ta/man/translate/figs-rpronouns)