or_tn/jhn/13/31.md

677 B

Now the Son of Man is glorified, and God is glorified in him

ତୁମେ ଏହାକୁ ଏକ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ଲୋକମାନେ ଦେଖିବାକୁ ଉଦ୍ୟତ ଯେ କିପରି ମନୁଷ୍ୟପୁତ୍ର ମହିମାନ୍ବିତ ହେବେ ଓ ମନୁଷ୍ୟପୁତ୍ର ଯାହା କରୁଅଛନ୍ତି, ତଦ୍ଦ୍ବାରା କିପରି ଈଶ୍ବର ମହିମାନ୍ବିତ ହେବେ” (ଦେଖ: rc://*/ta/man/translate/figs-activepassive)