or_tn/jhn/13/30.md

4 lines
579 B
Markdown

# he went out immediately. It was night
ଯୋହନ ଏଠାରେ ଏହି ବିଷୟ ପ୍ରତି ଧ୍ୟାନ ଆକର୍ଷଣ କରୁଛନ୍ତି ଯେ ରାତ୍ରିର ଅନ୍ଧକାରରେ ଯିହୂଦା ତାହାର ମନ୍ଦ ବା “ଅନ୍ଧକାର”ର କର୍ମ କରିବ I ଅନ୍ୟ ଏକ ଅନୁବାଦରେ: “ସେହିକ୍ଷଣି ସେ ରାତ୍ରିର ଅନ୍ଧକାର ମଧ୍ୟକୁ ବାହାରି ଗଲା” (ଦେଖ: [[rc://*/ta/man/translate/writing-background]])