or_tn/jhn/13/23.md

1.3 KiB

One of his disciples, whom Jesus loved

ଏହା ଯୋହନଙ୍କୁ ବୁଝାଏ I

lying down at the table

ଖ୍ରୀଷ୍ଟଙ୍କ ସମୟରେ ଯିହୂଦୀମାନେ ସାଧାରଣତଃ ଗ୍ରୀକ୍ ଶୈଳୀରେ ଏକତ୍ର ଭୋଜନ କରୁଥିଲେ, ଯେଉଁଠାରେ ସେମାନେ ତଳୁଆ ଆସନରେ ଆଉଜି ପଡୁଥିଲେ I (ଦେଖ: rc://*/ta/man/translate/figs-explicit)

Jesus' side

ଗ୍ରୀକ୍ ଶୈଳୀରେ ଭୋଜନ କରୁଥିବା ସମୟରେ ଅନ୍ୟ ଜଣକର ବକ୍ଷ ଉପରେ ନିଜର ମସ୍ତକ ଦେଇ ଆଉଜି ପଡିବା ବିଷୟକୁ ତାହାଙ୍କ ସହିତ ଏକ ଘନିଷ୍ଠ ବନ୍ଧୁତ୍ବ ସଦୃଶ ବିବେଚନା କରାଯାଉଥିଲା I

loved

ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ ଓ ଅନ୍ୟମାନଙ୍କ ମଙ୍ଗଳ ପ୍ରତି ଦୃଷ୍ଟିପାତ କରେ, ଏପରିକି ଯଦିଓ ଆପଣାର ଉପକାରରେ ଆସି ନଥାଏ I ଏହି ପ୍ରକାର ପ୍ରେମ ସେମାନେ ଯାହା କଲେ ମଧ୍ୟ ଅନ୍ୟମାନଙ୍କ ପ୍ରତି ଯତ୍ନଶୀଳ ହୋଇଥାଏ I