or_tn/jhn/13/19.md

710 B
Raw Permalink Blame History

I tell you this now before it happens

ଏହା ଘଟିବା ପୂର୍ବରୁ କଅଣ ସବୁ ଘଟିବାକୁ ଯାଉଅଛି, ବର୍ତ୍ତମାନ ତାହା ମୁଁ ତୁମ୍ଭମାନଙ୍କୁ କହୁଅଛି

I AM

ସମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ଆପଣାକୁ ଯିହୋବା ଭାବେ ପରିଚୟ ଦେଉଛନ୍ତି, ଯେ କି ଆପଣାକୁ ମୋଶାଙ୍କ ନିକଟରେ “ଆମ୍ଭେ” ବୋଲି ପରିଚୟ ଦେଇଥିଲେ କିମ୍ବା ) ଯୀଶୁ କହୁଛନ୍ତି, “ମୁଁ ଯେ ଅଛି, ମୁଁ ସେହି ଅଟେ I”