or_tn/jhn/13/18.md

1.4 KiB

this so that the scripture will be fulfilled

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଶାସ୍ତ୍ର ସଫଳ ହେବା ନିମନ୍ତେ ଏହା ଘଟିଲା” (ଦେଖ: rc://*/ta/man/translate/figs-activepassive)

He who eats my bread lifted up his heel against me

ଏଠାରେ “ମୋହର ଅନ୍ନ ଖାଏ” ବାକ୍ୟାଂଶ ଯେ ଜଣେ ବନ୍ଧୁଭଳି ଛଳନା କରେ, ସେ ପ୍ରକାର ଲୋକଙ୍କୁ ବୁଝାଇବା ନିମନ୍ତେ ଏକ ରୂଢ଼ି ଅଟେ I “ଗୋଇଠା ଉଠାଇଲା” ବାକ୍ୟାଂଶ ମଧ୍ୟ ଏକ ରୂଢ଼ି ଅଟେ, ଯାହାର ଅର୍ଥ ଯେ ଜଣେ ଶତ୍ରୁ ହୋଇ ସାରିଛି I ଯଦି ତୁମ ଭାଷାରେ ଏହି ସବୁ ଅର୍ଥ ବୁଝାଇବା ସ୍ବରୁପ ରୂଢ଼ି ଅଛି, ତୁମେ ସେଗୁଡିକ ଏଠାରେ ବ୍ୟବହାର କରପାର I ଅନ୍ୟ ଏକ ଅନୁବାଦରେ: “ଯେ ମୋହର ବନ୍ଧୁ ସଦୃଶ ଛଳନା କରୁଥିଲା, ସେ ମୋହର ଜଣେ ଶତ୍ରୁ ହୋଇଅଛି” (ଦେଖ: rc://*/ta/man/translate/figs-idiom)