or_tn/jhn/13/15.md

529 B

you should also do just as I did for you

ଏଠାରେ ଯୀଶୁ ସୂଚାଉଛନ୍ତି ଯେ ତାହାଙ୍କର ଶିଷ୍ୟମାନେ ତାହାଙ୍କ ଆଦର୍ଶ ପାଳନ କରି ପରସ୍ପରର ସେବା କରିବା ଉଚିତ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମଧ୍ୟ ନମ୍ର ହୋଇ ପରସ୍ପରର ସେବା କରିବା ଉଚିତ” (ଦେଖ: rc://*/ta/man/translate/figs-explicit)