or_tn/jhn/13/13.md

607 B

You call me 'teacher' and 'Lord,'

ଏଠାରେ ଯୀଶୁ ସୂଚାଉଛନ୍ତି ଯେ ତାହାଙ୍କ ଶିଷ୍ୟମାନଙ୍କର ତାହାଙ୍କ ପ୍ରତି ଖୁବ୍ ସମ୍ମାନ ଅଛି I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ତୁମ୍ଭେମାନେ ମୋତେ “ଗୁରୁ” ଓ “ପ୍ରଭୁ” ବୋଲି ଡାକୁଅଛ, ତୁମ୍ଭେମାନେ ମୋ ପ୍ରତି ଖୁବ୍ ସମ୍ମାନ ଦେଖାଉଅଛ” (ଦେଖ: rc://*/ta/man/translate/figs-explicit)