or_tn/jhn/13/10.md

1020 B

General Information:

ଯୀଶୁ ସମସ୍ତ ଶିଷ୍ୟମାନଙ୍କୁ ବୁଝାଇବା ସକାଶେ “ତୁମ୍ଭେମାନେ” ଶବ୍ଦ ବ୍ୟବହାର କରୁଛନ୍ତି I

Connecting Statement:

ଯୀଶୁ ଶିମୋନ ପିତରଙ୍କୁ କହିବାରେ ଲାଗିଛନ୍ତି I

He who is bathed has no need, except to wash his feet

ଏଠାରେ “ସ୍ନାନ କରିଅଛି” ଏକ ରୂପକ ଅଟେ ଯାହାର ଅର୍ଥ ଏହା ଯେ ଈଶ୍ବର ଜଣେ ବ୍ୟକ୍ତିକୁ ଆତ୍ମିକ ଭାବରେ ଶୁଚି କରିଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯଦି କେହି ଈଶ୍ବରଙ୍କ କ୍ଷମା ପାଇଅଛି, ସେ ବର୍ତ୍ତମାନ କେବଳ ତାହାର ଦୈନନ୍ଦିନ ପାପରୁ ଶୁଚି ହେବା ଆବଶ୍ୟକ” (ଦେଖ: rc://*/ta/man/translate/figs-metaphor)